- DECEMBER 9, 2022
Breaking News
ବିଲ୍ ପାସ୍ କାଟ ଖାଇବା ପରେ ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି।
EPFO: ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ PF ସାଲାରୀ ଲିମିଟ୍, ସରକାର ପ୍ରସ୍ତୁତ କରୁଛନ୍ତି ଏହି ପ୍ଲାନ୍।
ଭୁବନେଶ୍ୱର: ଫେମିନା ମିସ୍ ଇଣ୍ଡିଆ ଜିତିଲେ ଗୋଆର ସାଧ୍ବୀ ସତିଶ ସାଇଲ,ଦୁଇ ରନର୍ସଅପ ହେଲେ ରାଜନନ୍ଦିନୀ ଓ ଶ୍ରୀ ଅଦ୍ୱୈତ।
ଭୁବନେଶ୍ୱର:ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବନି ନନ୍- ଏସି ବସ୍, ଚାଲିଲେ ମାଲିକ ଦାୟୀ, ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ, ଡ୍ରାଇଭର ମାନଙ୍କୁ ଦିଆଯିବ ଓଆର୍ଏସ୍।୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ।
ଭୁବନେଶ୍ଵର:ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ।୪୦ ଡିଗ୍ରୀ ଉପରେ ଏବେ ୧୫ ସହର।
ନିଜ ରେକର୍ଡ ଭାଙ୍ଗିଲେ ଅଭିଷେକ: ଅଭିଷେକ ଶର୍ମା ନିଜ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ସେ ଏହି ମ୍ୟାଚ୍ରେ ୧୫ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ସନ୍ରାଇଜର୍ସ ହାଇଦ୍ରାବାଦ ଓପନର୍ ଭାବେ ଦ୍ରୁତତମ ହୋଇଛନ୍ତି।
କେନ୍ଦୁପତ୍ର ଓ କାଜୁ ତୋଳିବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ହାତୀ: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜରେ ଥମୁନି ହାତୀ ଉପଦ୍ରବ। କେନ୍ଦୁପତ୍ର ଓ କାଜୁ ସଂଗ୍ରହ ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ l ବୃଦ୍ଧାଙ୍କୁ ହାତୀ ସେଠାରେ କଚାଡ଼ି ଦଳିଦେବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l
ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ୭ ଗିରଫ: ବ୍ୟାସନଗର: ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ କରିଥିବା ୭ଜଣ ବେଆଇନ୍ ମାଟି ଚାଲାଣକାରୀ ଟ୍ରାକ୍ଟର ଡ୍ରାଇଭର, ମାଲିକ, ଜମି ମାଲିକଙ୍କୁ କୋରେଇ ପୁଲିସ ଗିରଫ କରିଛି।