Breaking News
ରାଜ୍ୟ

ପିପିଲିରେ ମାଇନ୍ସ ବିଭାଗ ଅଫିସ ଗାଡ଼ି ଉପରକୁ ଆକ୍ରମଣ

ପିପିଲିରେ ମାଇନ୍ସ ବିଭାଗ ଅଫିସ ଗାଡ଼ି ଉପରକୁ ଆକ୍ରମଣ

ପିପିଲି: ପିପିଲିରେ ମାଇନ୍ସ ବିଭାଗ ଅଫିସ ଗାଡ଼ି ଉପରକୁ ଆକ୍ରମଣ! ବିଳମ୍ବିତ ରାତିରେ ଚୋରା ବାଲି ଘାଟ ଚାଲିଥିବା ସମୟରେ ସୂଚନା ପାଇ ମାଇନ୍ସ ଅଧିକାରୀ ସମୀର ମିଶ୍ର ଓ ତାଙ୍କ ଷ୍ଟାଫ ଯାଉଥିବା ବେଳେ ବାଟରେ ଟେକା ପଥର ମାଡ଼ କଲେ ବାଲି ମାଫିଆ।ଗାଡ଼ି ଭାଙ୍ଗିବା ଶହ ଜୀବନ ବିକଳରେ ପଳାଇ ଆସିଲେ ମାଇନ୍ସ ଅଧିକାରୀ। ଖୁବ ଶୀଘ୍ର ପିପିଲି ଥାନାରେ ଅଭିଯୋଗ କରିବେ ମାଇନ୍ସ ଅଧିକାରୀ!

Related Post