Breaking News
ଦେଶ- ବିଦେଶ

ସୁପ୍ରିମକୋର୍ଟରେ ଆଜି ଶପଥ ଗ୍ରହଣ କରିବେ ୫ନୂତନ ବିଚାରପତି

ସୁପ୍ରିମକୋର୍ଟରେ ଆଜି ଶପଥ ଗ୍ରହଣ କରିବେ ୫ନୂତନ ବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ଏହା ଦ୍ୱାରା ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି, ଯାହା ଅନୁମୋଦିତ ୩୮ ଜଣଙ୍କ ତୁଳନାରେ ଜଣେ କମ୍। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ମଙ୍ଗଳବାର ନବନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇବେ। 

Related Post