Breaking News
ବଡ଼ ଖବର

ଗୁଳିମାଡ଼ରେ ୭ଜଣଙ୍କ ମୃତ୍ୟୁ

ଗୁଳିମାଡ଼ରେ ୭ଜଣଙ୍କ ମୃତ୍ୟୁ

ୱାସିଂଟନ: ଆମେରିକାର ଆୟୋୱା ସିଟିରେ ଅନେକ ଗୁଳିକାଣ୍ଡ ଘଟିଛି। ସୋମବାର ଦିନ ଆୟୋୱା ସିଟିରେ ଅନେକ ଗୁଳିକାଣ୍ଡରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ଘରୋଇ ବିବାଦରୁ ଏହି ଗୁଳିକାଣ୍ଡ ଘଟିଥିବା ବିଶ୍ୱାସ କରାଯାଉଛି। ରିପୋର୍ଟ ଅନୁଯାୟୀ ଯେତେବେଳେ ପୁଲିସ ଅଧିକାରୀମାନେ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ସହ ମୁକାବିଲା କଲେ ସେ ନିଜକୁ ଗୁଳି କରି ମୃତ୍ୟୁବରଣ କରିଥିଲେ।

Related Post