Breaking News
ବଡ଼ ଖବର

କୋଠାରେ ଅଗ୍ନିକାଣ୍ଡ; ନଅ ଜଣଙ୍କର ମୃତ୍ୟୁ

କୋଠାରେ ଅଗ୍ନିକାଣ୍ଡ; ନଅ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରାର ବିବେକ ବିହାରରେ ଏକ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଏପର୍ଯ୍ୟନ୍ତ ୯ଟି ମୃତଦେହ ପାଇଛନ୍ତି। ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।

Related Post