Breaking News
ଅପରାଧ

ସ୍ତ୍ରୀ-ଚାରି ପିଲାଙ୍କୁ ବିଷ ଦେଇ ମାରିଦେଲା ଯୁବକ

ସ୍ତ୍ରୀ-ଚାରି ପିଲାଙ୍କୁ ବିଷ ଦେଇ ମାରିଦେଲା ଯୁବକ

ଗୁରୁଗ୍ରାମ:  ହରିୟାଣାର ଗୁରୁଗ୍ରାମର ୱାଜିରପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କେବଳ ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ଚାରି ପିଲାଙ୍କୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତାଙ୍କ ହାତ କାଟି ଜୀବନ ହାରିବାକୁ ମଧ୍ୟ ଚେଷ୍ଟା କରିଥିଲା। ପୁଲିସ ୫ଜଣଙ୍କର ମୃତଦେହ ଜବତ କରିଛି। ଗୁରୁତର ବ୍ୟକ୍ତିଙ୍କୁ ଉତ୍ତାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। 

Related Post