Breaking News
ବଡ଼ ଖବର

ଭିଏତନାମର ରାଷ୍ଟ୍ରପତି ଭାବେ ଶପଥ ନେଲେ ଟୋ ଲାମ୍

ଭିଏତନାମର ରାଷ୍ଟ୍ରପତି ଭାବେ ଶପଥ ନେଲେ ଟୋ ଲାମ୍

ନୂଆଦିଲ୍ଲୀ: ଟୁ ଲାମ୍ ଭିଏତନାମର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସାଂସଦମାନେ ସର୍ବସମ୍ମତିକ୍ରମେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଟୋ ଲାମ୍ଙ୍କୁ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ କରିଛନ୍ତି। ଟୁ ଲାମ୍ ୨୦୨୬-୨୦୩୧ କାର୍ଯ୍ୟକାଳ ପାଇଁ ଭିଏତନାମର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଭିଏତନାମର ଦଶନ୍ଧି ପୁରୁଣା ସାମୂହିକ ନେତୃତ୍ୱ ପରମ୍ପରା ସମାପ୍ତ ହୋଇଛି, କାରଣ କ୍ଷମତାର ଉଭୟ ଶୀର୍ଷ ପଦବି- ଦଳୀୟ ମୁଖ୍ୟ ଏବଂ ରାଷ୍ଟ୍ରପତି-ବର୍ତ୍ତମାନ ସମାନ ବ୍ୟକ୍ତି ଧାରଣ କରିଛନ୍ତି।

Related Post