Breaking News
ଅପରାଧ

ଆଶୀର୍ବାଦ ବସର ପଛକୁ ଧକ୍କା ଦେଲା ପାଣିକୋଚ୍ ବସ୍: ଜଣେ ମୃତ, ୭ ଗୁରୁତର

ଆଶୀର୍ବାଦ ବସର ପଛକୁ ଧକ୍କା ଦେଲା ପାଣିକୋଚ୍ ବସ୍: ଜଣେ ମୃତ, ୭ ଗୁରୁତର

ଖନ୍ତାପଡା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ବଜାର ନିକଟରେ ଆଶୀର୍ବାଦ ବସର ପଛକୁ ଧକ୍କା ଦେଲା ପାଣିକୋଚ୍ ବସ। ଜଣେ ମୃତ, ୭ ଗୁରୁତର।

Related Post