Breaking News
ଅପରାଧ

ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ

ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ

ବ୍ରହ୍ମଗିରି: ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ। ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଣପଡ଼ା ପଞ୍ଚାୟତ ମଢପଦା ଗାଁରେ ପାରିବାରିକ କଳହକୁ ନେଇ ରଞ୍ଜନ ମୁଦୁଲିଙ୍କ ପତ୍ନୀ ହେମଲତା ମୁଦୁଲି ଘର ଭିତରେ ଝୁଲୁଥିବାର ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି। ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଣପଡ଼ା ପଞ୍ଚାୟତ ମଢପଦା ଗାଁରେ ପାରିବାରିକ କଳହକୁ ନେଇ ରଞ୍ଜନ ମୁଦୁଲିଙ୍କ ପତ୍ନୀ ହେମଲତା ମୁଦୁଲି ଘର ଭିତରେ ଝୁଲୁଥିବାର ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି। ମହିଳାଙ୍କ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ।

Related Post