Breaking News
ବଡ଼ ଖବର

ଆଗାମୀ ଚାରି ଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ

ଆଗାମୀ ଚାରି ଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ

ଭୁବନେଶ୍ବର: ଗତକାଲି ରାଜ୍ୟର ୧୫ଟି ବ୍ଲକ ହେଡକ୍ୱାର୍ଟରରେ ୫୫ମିମିରୁ ଅଧିକ ବର୍ଷା ହୋଇଛି। ସର୍ବାଧିକ ପଦ୍ମପୁରରେ ୮୮ମିମି ବର୍ଷା ହେଇଛି। ଉପର ମହାନଦୀରେ ହାରାହାରି ୧୯ଏମ୍ ଏମ୍ ବର୍ଷା ହୋଇଛି। ଜଳକାରେ ବନ୍ୟା ସ୍ଥିତି ରହିଛି। ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ଚନ୍ଦ୍ରଶେଖର ପାଢ଼ୀ। ବୈତରଣୀ ନଦୀ ବିପଦ ସଂକେତ ତଳେ ଅଛି। ହୀରାକୁଦର ଜଳସ୍ତର ବୃଦ୍ଧି ହେଇଛି। ୩ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସେପ୍ଟମ୍ବର ୭ରେ ସାଢ଼େ ୪ ଲକ୍ଷ ମୁଣ୍ଡୁଳିରେ ବନ୍ୟାଜଳ ପ୍ରଭାବିତ ହେବ। ଆଗାମୀ ଚାରି ଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ସେ କହିଛନ୍ତି, ବୈତରଣୀ ନଦୀ ବିପଦ ସଂକେତ ତଳେ ଅଛି। ହୀରାକୁଦର ଜଳସ୍ତର ବୃଦ୍ଧି ହେଇଛି। ୩ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସେପ୍ଟମ୍ବର ୭ରେ ସାଢ଼େ ୪ ଲକ୍ଷ ମୁଣ୍ଡୁଳିରେ ବନ୍ୟାଜଳ ପ୍ରଭାବିତ ହେବ। ଆଗାମୀ ଚାରି ଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ।

Related Post